ଅପରାଧ ଆଞ୍ଚଳିକ ଓଡିଶା ଭୁବନେଶ୍ବର: ଚନ୍ଦକା ଥାନା ଅଞ୍ଚଳରେ ମୃତଦେହ ଝୁଣି ଖାଉଛି କୁକୁର-ଘଙ୍ଗାପାଟଣା ପାଇକରାପୁର ଧାନ ବିଲ ଭିତରେ ମୃତଦେହ ଠାବ-ମୃତକଙ୍କ ବୟସ ୪୦ରୁ ୫୦ ବର୍ଷ, ହତ୍ୟା ସନ୍ଦେହରେ ଛାନଭିନ୍ admin Nov 18, 2025 0 Read More
ଅପରାଧ ଆଞ୍ଚଳିକ ଓଡିଶା -ଭୁବନେଶ୍ବର: ଚନ୍ଦକା କୁଜିମହଲ ଛକରେ ଯୁବକଙ୍କୁ ଚାପି ଦେଲା ଟ୍ରକ୍-ପ୍ରତିବାଦରେ ଶବ ରଖି ଖୋର୍ଦ୍ଧା-ପିତାପଲ୍ଲୀ ଓ କଟକ ରାସ୍ତାକୁ ଅବରୋଧ-ଉତ୍ତ୍ୟକ୍ତ ଲୋକଙ୍କୁ ଚନ୍ଦକା ପୋଲିସର ବୁଝାସୁଝା admin Nov 18, 2025 0 Read More
ଅପରାଧ ଆଞ୍ଚଳିକ ଓଡିଶା -ବାଂଲାଦେଶୀ ନାବାଳିକା ଚାଲାଣ; ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍-୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା NIA-ଭୁବନେଶ୍ବର ସ୍ପେଶାଲ କୋର୍ଟରେ ଚାର୍ଜସିଟ୍ ଦାଖଲ-ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗ-ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବାକୁ ଉଦ୍ୟମ admin Nov 18, 2025 0 Read More
ଅପରାଧ ଆଞ୍ଚଳିକ ଓଡିଶା ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଆଙ୍କୁଶପୁର ଲକ୍ଷ୍ମୀ ବିହାର ସ୍ଥିତ ବିଲମାଳ ପଡ଼ିଆରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଲେ । admin Nov 18, 2025 0 Read More
ଓଡିଶା ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର MKCG ମେଡିକାଲ ରୁ ଭାବିନିପୁରୁ ଯିବା ରାସ୍ତାରେ ଥିବା ଏକ ଟ୍ରାନ୍ସଫର୍ମର ଭିତରେ ଥିବା କେବୁଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି admin Nov 17, 2025 0 Read More
ଆଞ୍ଚଳିକ ଅପରାଧ ଓଡିଶା -ବଣାଇ: ଟ୍ରାନ୍ସପୋର୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ-କର୍ମଚାରୀଙ୍କୁ ମାଡ଼ମାରି ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ଅଭିଯୋଗ-ଲହୁଣୀପଡା ଥାନା ବରସୁଆଁ ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ଅଫିସ୍ରୁ ଲୁଟ୍-୫ରୁ ୬ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଲୁଟ୍ କରିଥିବା ଅଭିଯୋଗ-ଘଟଣାସ୍ଥଳରେ ଲହୁଣୀପଡ଼ା ଥାନା ପୋଲିସର ଛାନଭିନ୍ admin Nov 13, 2025 0 Read More
ଅପରାଧ ଆଞ୍ଚଳିକ ଓଡିଶା ରାଜଧାନୀରେ ସେକ୍ସ ରାକେଟ୍-ଭୁବନେଶ୍ୱର ୟୁନିଟ ୪ ଅଞ୍ଚଳରେ ସେକ୍ସ ରାକେଟ୍-ଅନୈତିକ କାର୍ଯ୍ୟ ପାଇଁ ଚାଲାଣ ବେଳେ ନାବାଳିକା ଉଦ୍ଧାର-ୟୁନିଟ୍ ୪ ଅଞ୍ଚଳର ଏକ ହୋଟେଲରୁ ଉଦ୍ଧାର-ନାବାଳିକା ଉଦ୍ଧାର, କମିଶନରେଟ୍ ପୋଲିସ ଦ୍ୱାରା ଦଲାଲ୍ ଅଟକ admin Nov 13, 2025 0 Read More
ଓଡିଶା ଆଞ୍ଚଳିକ ଦୋଳିରେ ଫସିଲେ ୮ରୁ ଅଧିକ ଲୋକ-କଟକ: ବାଲିଯାତ୍ରାରେ ଅଘଟଣ; ଦୋଳିରେ ଫସିଲେ ୮ରୁ ଅଧିକ ଲୋକ-ପ୍ରାୟ ୩୦ ଫୁଟ ଉପରେ ଫସି ରହିଲେ ୮ରୁ ଅଧିକ ଲୋକ-ଉଦ୍ଧାର ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି admin Nov 13, 2025 0 Read More
ଓଡିଶା ଆଞ୍ଚଳିକ ଶ୍ରୀ ମୋନୋଲିଥିକ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ କୁ ସ୍ଥାନୀୟ ଅଧିବାସୀମାନଙ୍କର ବିରୋଧ admin Nov 12, 2025 0 ଭଣ୍ଡାରିପୋଖରୀ,୧୨/୧୧(ନିପ୍ର): ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଅନୁଷ୍ଠିତ ହୋଇଥିବା ସର୍ବ ସାଧାରଣ ଶୁଣାଣି ପ୍ରସ୍ତାବିତ ମିନି ଚାର୍ଜ କ୍ରୋମ ପ୍ଲାଣ୍ଟ କୁ ବିରୋଧ। ବ୍ଲକ… Read More
ଆଞ୍ଚଳିକ ଓଡିଶା ୧୮ ଓ ୧୯ରେ ଜିଲ୍ଲାପାଳ ଓଏସ୍ପି ସମ୍ମିଳନୀ-ଆସନ୍ତା ୧୮ ଓ ୧୯ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀ-ଲୋକସେବା କନଭେନ୍ସନ ସେଣ୍ଟରରେ ହେବ ଦୁଇ ଦିନିଆ ସମ୍ମିଳନୀ-ଏନେଇ ସମସ୍ତ ରାଜସ୍ବ ଡିଭିଜନାଲ୍ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି admin Nov 12, 2025 0 Read More