ଟେଣ୍ଟ୍ ବନ୍ଧାବେଳେ ଦୁର୍ଘଟଣା, ୩ମୃତ, ୩ ଗୁରୁତର

ହିନ୍ଦୋଳ: ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ବଡ଼ ଦୁର୍ଘଟଣା ଘଟିଯାଇଛି।…

Read More
କଷବା ଗ୍ରାମରେ ପାଲା ଓ କୀର୍ତ୍ତନ ଅନୁଷ୍ଠାନକୁ ନେଇ ଗୋଷ୍ଟି ସଂଘର୍ଷଦୁଇ ଗୋଷ୍ଠିର ୧୫ ରୁ ଉର୍ଦ୍ଧ ଗୁରୁତର

ଦଶରଥପୁର- ୭/୪ (ନି:ପ୍ର):ଦଶରଥପୁର ବ୍ଲକ ଥାଳକୁଡି ପଞ୍ଚାୟତସ୍ତ କସବା ଗ୍ରାମର ୬ନମ୍ବର ଓ ୭ନମ୍ବର ୱାର୍ଡ ବାଉତରା ସାହି ଓ ପିରବନ୍ଧ ଡିହ ସାହି ମଧ୍ୟରେ ପାଲା…

Read More
ମାକୁ ପୁଅ ବଳାତ୍କାର ଉଦ୍ୟମ କରି ଥାନାରେ ଅଟକ ଦଶରଥପୁର-୫/୪ (ନି:ପ୍ର):ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତସ୍ତ ମଙ୍ଗଳପୁର ଥାନା ଅଧିନ ହିରାପୁର ଗ୍ରାମର ଜୈନିକ ୫୬ ବର୍ଷୀୟ ଜଣେ ମହିଳାଙ୍କୁ ତାଙ୍କ ନିଜ ୨୬ ବର୍ଷୀୟ ପୁଅ ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ନିଜ ଘର ଭିତରେ ଏକ ଘର ଭିତରପଟୁ କବାଟ ବନ୍ଦ କରି ଶାରୀରିକ ନିର୍ଯାତନା (ବଳାକ୍ତାର )କରିଥିବା ନେଇ ମଙ୍ଗଳପୁର ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି | ମହିଳାଙ୍କ ଅଭିଯୋଗ ପାଇବା ପରେ ମଙ୍ଗଳପୁର ପୋଲିସ ମହିଳା ଜଣକୁ ଡାକ୍ତରୀ ମଇନା କରିବା ସହ ଅଭିଯୁକ୍ତ ପୁଅକୁ ପୋଲିସ ଥାନାରେ ଅଟକ ରଖିଛି|ଏଥିସହ ମହିଳାଙ୍କ ଅଭିଯୋଗ ଆଧାରରେ ମଙ୍ଗଳପୁର ପୋଲିସ ପକ୍ଷରୁ କେଶ ନମ୍ବର ୮୭/୨୬ ରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି କେଶର ଆଇଓ ଅନିତା ପ୍ରଧାନ କହିଛନ୍ତି |
Read More
ବୁଲା ବିକାଳୀ ବନାମ କୁଖ୍ୟାତ ଡକାୟତ :ଆନ୍ତଃଜିଲ୍ଲା ର ତିନି କୁଖ୍ୟାତ ଡକାୟତ ଗିରଫ : ସୁନା ରୂପା ବାଇକ ଓ ନଗଦ ଟଙ୍କା ଉଦ୍ଧାର

ବାଲିଗୁଡା, ତା, ୦୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏକ ତାଲା ପଡ଼ିଥିବା ଘରୁ ହୋଇଥିବା ଚୋରୀ ଜିନିଷ…

Read More
ଶିଶୁ ନିଖୋଜ ଘଟଣାକୁ ୭ମାସ ବିତିଲାପୁଲିସ୍ ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଦଣ୍ଡିରୀ ପଞ୍ଚାୟତ ଅନ୍ତର୍ଗତ କନକା ଗ୍ରାମରୁ ଏକ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଥିଲେ ମଧ୍ୟ…

Read More
ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ : ଆମ୍ବୁଲାନ୍ସ ସହିତ ଗଞ୍ଜେଇ ଜବତ : ୨ ଗିରଫ

ବାଲିଗୁଡା, ତା, ୦୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା…

Read More
ଗଞ୍ଜେଇ ସହ ରାଜ୍ୟ ବାହାର ମାଫିଆ ଗିରଫ

ବାଲିଗୁଡା, ତା, ୦୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ନିକଟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ…

Read More
ଉପ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମଫିନାଇଲ୍ ପିଇଲେ କଏଦୀ

ବାଲିଗୁଡ଼ା, ତା, ୦୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀ ମହେନ୍ଦ୍ର ମଲ୍ଲିକ ଶୁକ୍ରବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ…

Read More
ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର

ବାଲିଗୁଡା, ତା, ୦୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ):ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ…

Read More
ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘର ଭାଙ୍ଗିଲେ : ପରିବାରକୁ ଗାଁ ରୁ ବାଛନ୍ଦ ସହ ମାରିବାକୁ ଧମକ

ବାଲିଗୁଡ଼ାତା, ୦୨/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ସଂଘବଦ୍ଧ ଭାବେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ରାତି ଅଧରେ ଗୋଟିଏ ପରିବାରକୁ ଘରୁ ତଢ଼ିବା ସହ ନିର୍ମାଣାଧିନ…

Read More