ଜଲଛତ୍ର ଉଦଘାଟନ କଲେ ପ୍ରଣବ ପ୍ରକାଶ

ଦଶରଥପୁର-(ମନୋରଞ୍ଜନ ମଲ୍ଲିକ)-ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ପକ୍ଷରୁ ଏକ ଜଳଛତ୍ର ଶିବିର ମଙ୍ଗଳପୁର ବଜାରସ୍ତ ମଙ୍ଗଳପୁର ଟାଇଲସ…

Read More
ମଲ୍ଲୀକାପୁର ଭଗବତୀ ପୂଜା କମିଟି ତରଫରୁ ପଣା ବଣ୍ଟନ

ଦଶରଥପୁର-(ମନୋରଞ୍ଜନ ମଲ୍ଲିକ)-ପବିତ୍ର ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମଲ୍ଲୀକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ମା’ ଭଗବତୀ ପୂଜା କମିଟି ଦ୍ୱାରା ମଙ୍ଗଳବାର ଦିନ ଦହି…

Read More
ଉତ୍ସାହ ବଢ଼ାଉଛି ଗ୍ରାମ ପଡ଼ିଆ କ୍ରିକେଟ ଟୂର୍ଣ୍ଟାମେଣ୍ଟଭଣ୍ଡାରିପୋଖରୀ,୦୩/୦୨:ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରିପୁର ଠାରେ ଆଇନ୍ ଷ୍ଟାଇନ୍ ସାଇନ୍ସ କ୍ରିକେଟ ଟୂର୍ଣ୍ଟାମେଣ୍ଟ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ଛ ଓଭର ବିଶିଷ୍ଟ ରହିଥିଲା ପ୍ରଥମେ ପର୍ବତୀ ବ୍ୟାଟିଂ କରି ୫୨ ରନ ସଂଗ୍ରହ କରିଥିଲା।ଜବାବରେ ତୁଳସୀପୁର ନିର୍ଦ୍ଧାରିତ ଓଭରରେ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ।ଯୁବ ପୀଢ଼ି ମଧ୍ୟରେ କ୍ରିକେଟ୍ ଖେଳ ଖେଳିବା ପାଇଁ ଗ୍ରାମ ରେ ଥିବା ପଡ଼ିଆ ଉତ୍ସାହ ବଢାଇ ଥାଏ ଯାହା ଗୋଟେ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଖେଳ ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତାମତ ରଖିଥିଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ପ୍ରଦୁମ୍ନ ଜେନା,ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ,ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତିଲତା ମହାନ୍ତି,ସମାଜସେବୀ ଲଳିତ ରାଉତ, ସୁଧାଂଶୁ ନାୟକ,ପ୍ରତୁଷ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମକୁ ସଦସ୍ୟ ପ୍ରଶାନ୍ତ କୁମାର ସେଠି,ଜୟଦେବ ରାଉତ,ହରିହର ସାହୁ, ବାଦଲ ସାହୁ,ସତ୍ୟବ୍ରତ ଦାସ,ବୃନ୍ଦାବନ ଜେନା,ଲକ୍ଷ୍ମୀଧର ସାହୁ,ଦେବେନ୍ଦ୍ର ସାହୁ, ଶ୍ରୀଧର ସାହୁ,ଅଭିନାଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
Read More