ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ: ୧୩ ମୃତ-ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍, ୧୩ ଜଣଙ୍କ ମୃତ୍ୟୁ-୧୩ ଜଣଙ୍କ ମୃତ୍ୟୁ, ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି-ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍‌ ହମ୍‌ଲା-ଯୁଦ୍ଧବିରାମ ପରେ ଲେବାନନ୍ ଉପରେ ଏହା ସବୁଠୁ ଘାତକ ଆକ୍ରମଣ-ଶରଣାର୍ଥୀ କ୍ୟାମ୍ପ ନୁହେଁ ଏହା ଆତଙ୍କବାଦୀଙ୍କ କ୍ୟାମ୍ପ କହିଲା ଇସ୍ରାଏଲ୍-କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଇସ୍ରାଏଲ୍‌ର ଅଭିଯୋଗ-ଅଭିଯୋଗକୁ ଖଣ୍ଡନ ସହ ଏହାକୁ ଜଘନ୍ୟ ଅପରାଧ କହିଲା ହମାସ୍

Spread the love

Leave a Reply

Your email address will not be published. Required fields are marked *