ମଲ୍ଲୀକାପୁର ଭଗବତୀ ପୂଜା କମିଟି ତରଫରୁ ପଣା ବଣ୍ଟନ

Spread the love

ଦଶରଥପୁର-(ମନୋରଞ୍ଜନ ମଲ୍ଲିକ)-ପବିତ୍ର ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମଲ୍ଲୀକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ମା’ ଭଗବତୀ ପୂଜା କମିଟି ଦ୍ୱାରା ମଙ୍ଗଳବାର ଦିନ ଦହି ପଣା ବଣ୍ଟନ କରାଯାଇଥିଲା।ପ୍ରିୟବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ଦାସ, ଶିବଶଙ୍କର ମହାନ୍ତି,ସୁନୀଲ ଦାସ,ମକରଧ୍ୱଜ,ଶୁଭମ ମହାନ୍ତି, ଚନ୍ଦୁ,ଆୟୁଷ,କାଳିଆ, ସଂକରା,ବାବୁ,ଅଲେଖ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *