ବ୍ଲକ ଶିକ୍ଷା ସଧିକାରୀ ଙ୍କ ସମ୍ପର୍କୀୟ ଦର୍ଶାଇ ଡ୍ୟୁଟି ନକରି ଦରମା ନେଉଛନ୍ତି ସହକାରୀ ଶିକ୍ଷକ l ଘରେ ରହି କରୁ ଛନ୍ତି ଅନ୍ୟ ବ୍ୟବସାୟ

-ତିର୍ତ୍ତୋଲ କୋମଳମତି ପିଲାଙ୍କ ସହିତ ଚାଲିଛି ମନମାନି ପାଠପଢା l ୩୬ ଜଣ ଛାତ୍ରଛାତ୍ରୀ ଙ୍କୁ ୨ ଜଣ ଶିକ୍ଷକ l ଜଣେ ଜିଲ୍ଲା ବାହାରର ଶିକ୍ଷକ…

Read More
ଚିକିତ୍ସା ରେ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଗୁହାରୀ

ବାଲିଗୁଡା, ତା, ୦୬/୦୩ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ୧୧ ନମ୍ବର ୱାର୍ଡ଼ରେ ଥ‌ିବା…

Read More
ଗଞ୍ଜେଇ ସହ ରାଜ୍ୟ ବାହାର ମାଫିଆ ଗିରଫ

ବାଲିଗୁଡା, ତା, ୦୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ନିକଟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ…

Read More
ଉପ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମଫିନାଇଲ୍ ପିଇଲେ କଏଦୀ

ବାଲିଗୁଡ଼ା, ତା, ୦୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀ ମହେନ୍ଦ୍ର ମଲ୍ଲିକ ଶୁକ୍ରବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ…

Read More
ପ୍ରାଧାନଶିକ୍ଷୟିତ୍ରୀଙ୍କ ମନମାନୀ, ପାଠପଢ଼ା ବାଧାପ୍ରାପ୍ତ

ଢ଼େଙ୍କାନାଳ: ଓଡ଼ାପଡ଼ା ବ୍ଳକ୍ ସରକାରୀ ଜନତା ଉପ୍ରା ବିଦ୍ୟାଳୟ କାଳିକାପ୍ରସାଦର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଡକ୍ଟର ସବିତା ମହାପାତ୍ରଙ୍କ ମନମାନୀକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମହଲରେ…

Read More
କବିତା ଆସର “ଶୀତ ଶେଷର ସ୍ପର୍ଶ”ଦଶରଥପୁର-୩/୨(ନି:ପ୍ର)-ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ କଟିକଟା ସ୍ଥିତ ଯାଜପୁର ଆଇ.ଟି.ଆଇ ପରିସରରେ ନାରାୟଣ ଚନ୍ଦ୍ର ମଲ୍ଲିକ ସ୍ମୃତି ସଂସଦ ଦ୍ୱାରା “ଶେଷ ଶୀତର ସ୍ପର୍ଶ”ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଅଛି ସୋମବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ କବି,ଗାଳ୍ପିକ, ନାଟ୍ୟକାର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ସଭାପତିତ୍ବ ସଭାରେ ,ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ସନ୍ତୋଷ କୁମାର ବେହୁରିଆ,ମୁଖ୍ୟବକ୍ତା ଭାବେ ଅଧ୍ୟାପକ କବି ଡ଼ଃ ସତ୍ୟ ନାୟକ ସମ୍ମାନିତ ଅତିଥି ଡାକ୍ତର ବିଜୟ ମୋହନ ରାୟ ଓ ବରିଷ୍ଠ କବି ଶ୍ରୀଯୁକ୍ତ ଯଯାତି କେଶରୀ ସାହୁ ଯୋଗ ଦେଇ ଥିଲେ।ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବାବେଳେ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରକୃତି, ମଣିଷ ଜୀବନରେ ଋତୁଚକ୍ରର ପ୍ରଭାବ ଓ ପୁରାତନ କବିମାନଙ୍କ କବିତା ଆଲୋଚନା କରିଥିବା ବେଳେ କବି ଜିତେନ୍ଦ୍ର ବେହେରା, ଓ ରଂଜିତା ଦାସଙ୍କ ସଂଯୋଜନାରେ କବି ଶିଶିର ପଣ୍ଡା,ସରସ୍ବତୀ ପଣ୍ଡା,ବିଷ୍ଣୁ ଦଳାଇ,ଅମ୍ବିକା ପ୍ରସାଦ ସାମଲ, ସୁବାସ ଚନ୍ଦ୍ର,ସାହାଣୀ,ଶ୍ରୀଯୁକ୍ତ ତପନ କୁମାର ମହାରଣ୍ୟ,ରମାକାନ୍ତ ନାୟକ,ମନୋଜ ନାଥ,ରାମ ଚନ୍ଦ୍ର ଦାଶ,ସୁବାସ ଚନ୍ଦ୍ର ମହାପାତ୍ର, ଜୟନ୍ତ ମଲ୍ଲିକ, ସୁବ୍ରତ ଜେନା,ବୃନ୍ଦାବନ ସାହୁ,ଖଗେଶ୍ୱର ନାୟକ,ସଂଗ୍ରାମ ସାହୁ, ଚନ୍ଦ୍ରଶେଖର ସାହୁ, ସତ୍ୟବ୍ରତ ସାହୁ,ସୁଦର୍ଶନ ସାହୁ,ନରେନ୍ଦ୍ର ଦାସ,ନିରଞ୍ଜନ ପତି,ମନୋରମା ଦାସ,ପ୍ରଭାତୀ ମଞ୍ଜରୀ ନାୟକ,ମନୋଜ ନାୟକ,ସୁଶ୍ରୀ ଶ୍ରାବଣୀ ଦାସ,ସସ୍ମିତା ପାତ୍ର, ସୁକାନ୍ତି ପଣ୍ଡା, ସୁଭଦ୍ରା ପଣ୍ଡା,ମଧୁଲିତା ଦାସ,ରଶ୍ମିତା ଦାସ,ଅମ୍ବିକା ପ୍ରସାଦ ବାରିକ, ଅନ୍ୟୁନ ୫୦ ରୁ ଉର୍ଧ୍ଵ କବି ସ୍ଵରଚିତ କବିତା ପାଠ କରି ଆସରଟିକୁ ରସଶିକ୍ତ କରିଥିଲେ।କବି ଶ୍ରୀଯୁକ୍ତ ପ୍ରଦୀପ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Read More
ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ : ଦୁଇଟି ୪୦୭ ଗାଡ଼ି ସହ ବିଭିନ୍ନ ମରଣାସ୍ତ୍ର ଜବତ

ବାଲିଗୁଡ଼ା, ତା, ୦୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା…

Read More
ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର

ବାଲିଗୁଡା, ତା, ୦୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ):ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ…

Read More
ଶିକ୍ଷୟିତ୍ରୀ ପ୍ରତିଭା ବାରିକ ଙ୍କ ଶୋକ ସମାହାର

ଜୟପାଟଣା :ତା-୦୨/୦୨(ଓମ୍ ପ୍ରକାଶ ବୈଠାରୁ) ଜୟପାଟଣା ବିଇଓ ଅଧୀନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାଇକକେନ୍ଦୁମୁଣ୍ଡିର କର୍ତ୍ତବ୍ୟପରାୟଣା ଶିକ୍ଷୟିତ୍ରୀ ପ୍ରତିଭା ବାରିକଙ୍କ ଗତ ତା ୨୩/୧/୨୦୨୬ ରିଖ…

Read More
ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗରେ ବ୍ୟାପକ ଦୁର୍ନୀତିକୁ ନେଇ ଅନଶନ

ଜୟପାଟଣା,ତା:-୦୨/୦୨ (ଓମ୍ ପ୍ରକାଶ ବୈଠାରୁ) : ଇନ୍ଦ୍ରାବତୀ ମୁଖିଗୁଡା ସ୍ଥିତ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନାଲ ଉନ୍ନୟନ କାର୍ଯ୍ୟରେ ବ୍ୟାପକ…

Read More