ଆଞ୍ଚଳିକ ଓଡିଶା ରାଜନୀତି ସବୁ ଠିକ୍ ଥିଲେ ଆମେ ଜିତିବୁ: ପ୍ରମିଳା-ନୂଆପଡ଼ା ଉପନିର୍ବାଚନ ରେଜଲ୍ଟକୁ ନେଇ ବିଜେଡିର ନୂଆ ଥିଓରୀ-ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କଲେ ପ୍ରମିଳା ମଲ୍ଲିକ-‘ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍ରେ ଜିତିବୁ’-‘ବିଜେପି ଯଦି ଜିତେ ତାହେଲେ EVM ଜାଲିଆତି ସ୍ପଷ୍ଟ ହେବ’-‘ଯେଉଁଥିପାଇଁ ଆମେ ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ’-‘ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି’-‘ଆବଶ୍ୟକ ନଥାଇ ବି ଅନେକ ସ୍ଥାନରେ EVM ବଦଳାଯାଇଛି’-‘ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି’-‘ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍ରେ ଜିତିବୁ କହୁଛନ୍ତି’ admin Nov 12, 2025 0 Read More
ରାଜନୀତି ଆଞ୍ଚଳିକ ଓଡିଶା ହତାସାର ପ୍ରତିଫଳନ: ସୁରେଶ ପୂଜାରୀ-ନୂଆପଡ଼ା ରେଜଲ୍ଟ; ପ୍ରମିଳାଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ ସୁରେଶ ପୂଜାରୀ-‘ଏହା ବିଜେଡିର ହତାସାଭାବର ପରିଚୟ, ଡ୍ରେସ୍ ରିହରସାଲ୍ ଆରମ୍ଭ’-‘ରେକର୍ଡ ସଂଖ୍ୟକୁ ଭୋଟ୍ ପାଇବୁ, ରେକର୍ଡ ମାର୍ଜିନରେ ମଧ୍ୟ ଜିତିବୁ’ admin Nov 12, 2025 0 Read More
ଓଡିଶା ଆଞ୍ଚଳିକ ରାଜନୀତି ଭଲ ମାର୍ଜିନରେ ଜିତିବୁ: ଜୟନାରାୟଣ-ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ କହିଲେ ଜୟନାରାୟଣ ମିଶ୍ର-‘ଲୋକେ ସରକାରୀ ଦଳ ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି’-ନୂଆପଡ଼ା ଭୋଟର ରାଜୁ ଢ଼ୋଲକିଆଙ୍କ ପରିବାର ସହ ରହିବେ କହିଛନ୍ତି’-‘ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆପଡ଼ା ପାଇଁ ଅନେକ ଘୋଷଣା କରିଛନ୍ତି’‘-ନୂଆପଡ଼ାରେ ମେଡିକାଲ୍ କଲେଜ ପାଇଁ ବି ପ୍ରତିଶ୍ରୁତି ଅଛି, ନିଶ୍ଚୟ ଜିତିବୁ’ admin Nov 12, 2025 0 Read More
ଓଡିଶା ଆଞ୍ଚଳିକ ରାଜନୀତି ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା-ନୂଆପଡ଼ା ନ୍ୟାସନାଲ୍ କଲେଜରେ ହେବେ ଭୋଟ୍ ଗଣତି-ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ନେଇ ଜିଲ୍ଲାପାଳଙ୍କ ସୂଚନା-ଇନ୍ନର କର୍ଡନ ଦାୟିତ୍ବରେ ରହିବେ ସିଏପିଏଫ୍, ପୋଲିସ ମଧ୍ୟ ରହିବେ-ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା-ସକାଳ ୮ଟାରେ ପୋଷ୍ଟାଲ, ସାଢ଼େ ୮ରେ ଇଭିଏମ୍ ଖୋଲିବ admin Nov 12, 2025 0 Read More
ଆଞ୍ଚଳିକ ଓଡିଶା ବଲାଙ୍ଗିର: ୩ ଶହ ବୋତଲ କଫ୍ ସିରପ ଜବତ; ଜଣେ ଗିରଫ-ସୁଦପଡ଼ା-ବେହେରାପାଲି ରାସ୍ତାରେ ଚଢ଼ାଉ ବେଳେ ଧରାପଡ଼ିଲା-ଗୋଟିଏ ବାଇକ୍ରେ ଚାଲାଣ ବେଳେ କାବୁ କଲା ଟାଉନ୍ ପୋଲିସ admin Nov 12, 2025 0 Read More
ଓଡିଶା ଆଞ୍ଚଳିକ -ସାଲେପୁର: ବାଣ ବିସ୍ଫୋରଣରେ ଜଣେ ମହିଳା ଗୁରୁତର-ନିଶ୍ଚିନ୍ତକୋଇଲି ଥାନା ନତକେଇରେ ବାଣ ବିସ୍ଫୋରଣ-ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର admin Nov 12, 2025 0 Read More
ଆଞ୍ଚଳିକ ଓଡିଶା ମୋହନା: ପାହଡକୁ ଧକ୍କା ଦେଲା ଜେସିବି ବୋଝେଇ ଟ୍ରକ-ଗତାକାଲି ରାତିରେ ରାୟଗଡ଼ ଥାନା ମାର୍ଲବା ଘାଟିରେ ଦୁର୍ଘଟଣା-ଟ୍ରକରେ ଚାପି ହୋଇ ଡ୍ରାଇଭର ମୃତ, ୨ଗୁରୁତର ପାରଳାଖେମୁଣ୍ଡି ସ୍ଥାନାନ୍ତର-ଆର ଉଦୟଗିରିରୁ ପାରଳାଖେମୁଣ୍ଡି ଯାଉଥିଲା ଟ୍ରକ-ଗତାକାଲି ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ admin Nov 12, 2025 0 Read More
ଆଞ୍ଚଳିକ ଆନନ୍ଦପୁର: ୮ ନବୋଦୟ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି-ହଦଗଡ଼ ନବୋଦୟ ବିଦ୍ୟାଳୟରେ ୮ ଛାତ୍ରୀ ଅସୁସ୍ଥ-ବିହାର ବାଙ୍କା ନବୋଦୟ ବିଦ୍ୟାଳୟରୁ ମାଇଗ୍ରେସନରେ ଆସିଥିଲେ-ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଚାଲିଛି ଛାତ୍ରୀଙ୍କ ଚିକିତ୍ସା admin Nov 12, 2025 0 Read More
ଶିକ୍ଷା ଆଞ୍ଚଳିକ -ଆସନ୍ତା ଡିସେମ୍ବର ୧୭ରେ OTET-୨୦୨୫-BSE ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି-ଡିସେମ୍ବର ୧୭ରେ ଦୁଇଟି ସିଟିଂରେ ହେବ ପରୀକ୍ଷା-କାଲିଠାରୁ ଅନ୍ଲାଇନରେ ଆବେଦନ, ଶେଷ ତାରିଖ ନଭେମ୍ବର ୨୫ admin Nov 11, 2025 0 Read More
ଆଞ୍ଚଳିକ ଅପରାଧ ଭୟଙ୍କର ବିସ୍ଫୋରଣ: ୫ ମୃତ-ପାକିସ୍ତାନ ଇସ୍ଲାମାବାଦରେ ଭୟଙ୍କର ବିସ୍ଫୋରଣ; ୫ ମୃତ, ୨୫ ଆହତ-ଡିଷ୍ଟ୍ରିକ୍ଟ କୋର୍ଟ ବାହାରେ ଏକ କାର୍ ଭିତରେ ବଡ଼ ବିସ୍ଫୋରଣ-କେଉଁ କାରଣରୁ ବିସ୍ଫୋରଣ ହୋଇଛି ସ୍ପଷ୍ଟ ହୋଇନି admin Nov 11, 2025 0 Read More