ମୋହନା: ପାହଡକୁ ଧକ୍କା ଦେଲା ଜେସିବି ବୋଝେଇ ଟ୍ରକ-ଗତାକାଲି ରାତିରେ ରାୟଗଡ଼ ଥାନା ମାର୍ଲବା ଘାଟିରେ ଦୁର୍ଘଟଣା-ଟ୍ରକରେ ଚାପି ହୋଇ ଡ୍ରାଇଭର ମୃତ, ୨ଗୁରୁତର ପାରଳାଖେମୁଣ୍ଡି ସ୍ଥାନାନ୍ତର-ଆର ଉଦୟଗିରିରୁ ପାରଳାଖେମୁଣ୍ଡି ଯାଉଥିଲା ଟ୍ରକ-ଗତାକାଲି ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ


Website: http://trailokyamohinikhabar.in
Leave a Reply