ସବୁ ଠିକ୍ ଥିଲେ ଆମେ ଜିତିବୁ: ପ୍ରମିଳା-ନୂଆପଡ଼ା ଉପନିର୍ବାଚନ ରେଜଲ୍ଟକୁ ନେଇ ବିଜେଡିର ନୂଆ ଥିଓରୀ-ପ୍ରେସମିଟ୍‌ କରି ବିଜେପିକୁ ଟାର୍ଗେଟ୍‌ କଲେ ପ୍ରମିଳା ମଲ୍ଲିକ-‘ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ’-‘ବିଜେପି ଯଦି ଜିତେ ତାହେଲେ EVM ଜାଲିଆତି ସ୍ପଷ୍ଟ ହେବ’-‘ଯେଉଁଥିପାଇଁ ଆମେ ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ’-‘ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି’-‘ଆବଶ୍ୟକ ନଥାଇ ବି ଅନେକ ସ୍ଥାନରେ EVM ବଦଳାଯାଇଛି’-‘ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି’-‘ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍‌ରେ ଜିତିବୁ କହୁଛନ୍ତି’

Spread the love

Leave a Reply

Your email address will not be published. Required fields are marked *