ଚିକିତ୍ସା ରେ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଗୁହାରୀ

ବାଲିଗୁଡା, ତା, ୦୬/୦୩ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ୧୧ ନମ୍ବର ୱାର୍ଡ଼ରେ ଥ‌ିବା…

Read More
ଗଞ୍ଜେଇ ସହ ରାଜ୍ୟ ବାହାର ମାଫିଆ ଗିରଫ

ବାଲିଗୁଡା, ତା, ୦୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ନିକଟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ…

Read More
ପାଲଟପୁରରେ କ୍ୟାନ୍ସର କୀଡୀନ ରୋଗ ଘଟଣା, ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପଂଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର ଦଶରଥପୁର-: ଯାଜପୁର ଜିଲ୍ଲପାଳ ଆମ୍ବର କୁମାର କରଙ୍କ ନିର୍ଦେଶ କ୍ରମେ ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ଯାଜପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଏବଂ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ଏହି ଶିବିର ଆୟୋଜନ କରାଯାଇଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିପିଏଚଓ ଡଃ ରମେଶ ଚନ୍ଦ୍ର ମଲିକ ଯୋଗଦେଇ ଶିବିରଟିକୁ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ମିଶ୍ର,ବିଡ଼ିଓ ଆକାଶ ପଟ୍ଟନାୟକ,ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅମ୍ରିତା ପ୍ରିତମ ମଲ୍ଲ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା,ସରପଞ୍ଚ ଲିପିକା ମଲିକ,ଯୁବ ନେତା ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଯୋଗଦେଇଥିଲେ।ଆଜିର ଶିବିରରେ ୨୫୮ ଜଣ ଲୋକ ବିଭିନ୍ନ ରୋଗ ପାଇଁ ଚିକିତ୍ସା ହୋଇଥିଲେ।ବିଭିନ୍ନ ପରୀକ୍ଷା କରାଯିବା ସହିତ ଔଷଧ ପ୍ରଦାନ କରାଯାଇଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ଡାକ୍ତର ଆକାଶ ଦାସ ମହାପାତ୍ର,ଡାକ୍ତର ବିଶ୍ୱଜିତା ପଣ୍ଡା, ଡାକ୍ତର ପାର୍ବତୀ ରାଉତ,ଡାକ୍ତର ପ୍ରତୀ ରାଉତ,ନିଝୁମ ମହାପାତ୍ର, ଜ୍ୟୋତିରଞ୍ଜନ ରାଉତ, ଦୋଳଗୋବିନ୍ଦ ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଝରଣା ଦଳାଇ,ଫାର୍ମାସିଷ୍ଟ ବିଜ୍ଞାନ ରଞ୍ଜନ ରାୟ,ପିଏଚଇଓ ବନିତା ଦାସ,ଅଜୟ କୁମାର କର, ଚନ୍ଦ୍ରଜିତ ପତି, ମୁକୁନ୍ଦ ଚନ୍ଦ୍ର ନାୟକ, ନିରାକାର ଦାସ,ପୁର୍ଣିମା ଦାସ,ବିଦୁ ମିଞ୍ଜ,ତପସ୍ୱିନୀ ବେହୁରିଆ,ଦିବ୍ୟକାନ୍ତ ତରାଇ,ରଶ୍ମିରଂଜନ ନାୟକ,ସୋନାଲି ମିଶ୍ର ଯେନା,ସନ୍ତୋଷୀ ଶ୍ୟାନ୍ତି,ଆରତୀ ଓରାମ,ସିଏଚଓ ଝୀନା ମଲିକ,ଲୋପାମୁଦ୍ରା ସାହୁ,ପଦ୍ମିନୀ ଗୁରୁ,ସୁଶ୍ରୀ ରଥ,ସୁପ୍ରିୟା ମିଞ୍ଜ,ମନୋଜ କୁମାର ଦାସ, ତୁଷାର ରଞ୍ଜନ ଶତପଥୀ,ବଳି ହେମ୍ରମ ପ୍ରମୁଖ ଯୋଗ ଦେଇ ଚିକିତ୍ସା,ପରୀକ୍ଷା,ରେଜିଷ୍ଟେସନ,ପରାମର୍ଶ,ଔଷଧ ବଣ୍ଟନ ଆଦି କାର୍ଯ୍ୟରେ ନିୟୋଜନ ଥିଲେ।ଅନନ୍ତ କୁମାର ଯେନା,ସୌମ୍ୟ ରଞ୍ଜନ ବେହେରା,ପ୍ରମୋଦ ରାଉତ,ମଦନ ମଲିକ,ପାଣ୍ଡଵ ମଲିକ,ମହେନ୍ଦ୍ର ଜେନା,ରାଜୀବ ମଲିକ,କୃପାସିନ୍ଧୁ ମଲିକ,ବିଜୟ ବେହେରା,ନୁରୀ ମଲିକ,ରମେଶ ମଲିକ,ବିମଳ ମଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Read More
ଉପ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମଫିନାଇଲ୍ ପିଇଲେ କଏଦୀ

ବାଲିଗୁଡ଼ା, ତା, ୦୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀ ମହେନ୍ଦ୍ର ମଲ୍ଲିକ ଶୁକ୍ରବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ…

Read More
ପ୍ରାଧାନଶିକ୍ଷୟିତ୍ରୀଙ୍କ ମନମାନୀ, ପାଠପଢ଼ା ବାଧାପ୍ରାପ୍ତ

ଢ଼େଙ୍କାନାଳ: ଓଡ଼ାପଡ଼ା ବ୍ଳକ୍ ସରକାରୀ ଜନତା ଉପ୍ରା ବିଦ୍ୟାଳୟ କାଳିକାପ୍ରସାଦର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଡକ୍ଟର ସବିତା ମହାପାତ୍ରଙ୍କ ମନମାନୀକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମହଲରେ…

Read More
ଉତ୍ସାହ ବଢ଼ାଉଛି ଗ୍ରାମ ପଡ଼ିଆ କ୍ରିକେଟ ଟୂର୍ଣ୍ଟାମେଣ୍ଟଭଣ୍ଡାରିପୋଖରୀ,୦୩/୦୨:ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରିପୁର ଠାରେ ଆଇନ୍ ଷ୍ଟାଇନ୍ ସାଇନ୍ସ କ୍ରିକେଟ ଟୂର୍ଣ୍ଟାମେଣ୍ଟ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ଛ ଓଭର ବିଶିଷ୍ଟ ରହିଥିଲା ପ୍ରଥମେ ପର୍ବତୀ ବ୍ୟାଟିଂ କରି ୫୨ ରନ ସଂଗ୍ରହ କରିଥିଲା।ଜବାବରେ ତୁଳସୀପୁର ନିର୍ଦ୍ଧାରିତ ଓଭରରେ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ।ଯୁବ ପୀଢ଼ି ମଧ୍ୟରେ କ୍ରିକେଟ୍ ଖେଳ ଖେଳିବା ପାଇଁ ଗ୍ରାମ ରେ ଥିବା ପଡ଼ିଆ ଉତ୍ସାହ ବଢାଇ ଥାଏ ଯାହା ଗୋଟେ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଖେଳ ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତାମତ ରଖିଥିଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ପ୍ରଦୁମ୍ନ ଜେନା,ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ,ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତିଲତା ମହାନ୍ତି,ସମାଜସେବୀ ଲଳିତ ରାଉତ, ସୁଧାଂଶୁ ନାୟକ,ପ୍ରତୁଷ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମକୁ ସଦସ୍ୟ ପ୍ରଶାନ୍ତ କୁମାର ସେଠି,ଜୟଦେବ ରାଉତ,ହରିହର ସାହୁ, ବାଦଲ ସାହୁ,ସତ୍ୟବ୍ରତ ଦାସ,ବୃନ୍ଦାବନ ଜେନା,ଲକ୍ଷ୍ମୀଧର ସାହୁ,ଦେବେନ୍ଦ୍ର ସାହୁ, ଶ୍ରୀଧର ସାହୁ,ଅଭିନାଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
Read More
କବିତା ଆସର “ଶୀତ ଶେଷର ସ୍ପର୍ଶ”ଦଶରଥପୁର-୩/୨(ନି:ପ୍ର)-ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ କଟିକଟା ସ୍ଥିତ ଯାଜପୁର ଆଇ.ଟି.ଆଇ ପରିସରରେ ନାରାୟଣ ଚନ୍ଦ୍ର ମଲ୍ଲିକ ସ୍ମୃତି ସଂସଦ ଦ୍ୱାରା “ଶେଷ ଶୀତର ସ୍ପର୍ଶ”ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଅଛି ସୋମବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ କବି,ଗାଳ୍ପିକ, ନାଟ୍ୟକାର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା ସଭାପତିତ୍ବ ସଭାରେ ,ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ସନ୍ତୋଷ କୁମାର ବେହୁରିଆ,ମୁଖ୍ୟବକ୍ତା ଭାବେ ଅଧ୍ୟାପକ କବି ଡ଼ଃ ସତ୍ୟ ନାୟକ ସମ୍ମାନିତ ଅତିଥି ଡାକ୍ତର ବିଜୟ ମୋହନ ରାୟ ଓ ବରିଷ୍ଠ କବି ଶ୍ରୀଯୁକ୍ତ ଯଯାତି କେଶରୀ ସାହୁ ଯୋଗ ଦେଇ ଥିଲେ।ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବାବେଳେ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରକୃତି, ମଣିଷ ଜୀବନରେ ଋତୁଚକ୍ରର ପ୍ରଭାବ ଓ ପୁରାତନ କବିମାନଙ୍କ କବିତା ଆଲୋଚନା କରିଥିବା ବେଳେ କବି ଜିତେନ୍ଦ୍ର ବେହେରା, ଓ ରଂଜିତା ଦାସଙ୍କ ସଂଯୋଜନାରେ କବି ଶିଶିର ପଣ୍ଡା,ସରସ୍ବତୀ ପଣ୍ଡା,ବିଷ୍ଣୁ ଦଳାଇ,ଅମ୍ବିକା ପ୍ରସାଦ ସାମଲ, ସୁବାସ ଚନ୍ଦ୍ର,ସାହାଣୀ,ଶ୍ରୀଯୁକ୍ତ ତପନ କୁମାର ମହାରଣ୍ୟ,ରମାକାନ୍ତ ନାୟକ,ମନୋଜ ନାଥ,ରାମ ଚନ୍ଦ୍ର ଦାଶ,ସୁବାସ ଚନ୍ଦ୍ର ମହାପାତ୍ର, ଜୟନ୍ତ ମଲ୍ଲିକ, ସୁବ୍ରତ ଜେନା,ବୃନ୍ଦାବନ ସାହୁ,ଖଗେଶ୍ୱର ନାୟକ,ସଂଗ୍ରାମ ସାହୁ, ଚନ୍ଦ୍ରଶେଖର ସାହୁ, ସତ୍ୟବ୍ରତ ସାହୁ,ସୁଦର୍ଶନ ସାହୁ,ନରେନ୍ଦ୍ର ଦାସ,ନିରଞ୍ଜନ ପତି,ମନୋରମା ଦାସ,ପ୍ରଭାତୀ ମଞ୍ଜରୀ ନାୟକ,ମନୋଜ ନାୟକ,ସୁଶ୍ରୀ ଶ୍ରାବଣୀ ଦାସ,ସସ୍ମିତା ପାତ୍ର, ସୁକାନ୍ତି ପଣ୍ଡା, ସୁଭଦ୍ରା ପଣ୍ଡା,ମଧୁଲିତା ଦାସ,ରଶ୍ମିତା ଦାସ,ଅମ୍ବିକା ପ୍ରସାଦ ବାରିକ, ଅନ୍ୟୁନ ୫୦ ରୁ ଉର୍ଧ୍ଵ କବି ସ୍ଵରଚିତ କବିତା ପାଠ କରି ଆସରଟିକୁ ରସଶିକ୍ତ କରିଥିଲେ।କବି ଶ୍ରୀଯୁକ୍ତ ପ୍ରଦୀପ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Read More
ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ : ଦୁଇଟି ୪୦୭ ଗାଡ଼ି ସହ ବିଭିନ୍ନ ମରଣାସ୍ତ୍ର ଜବତ

ବାଲିଗୁଡ଼ା, ତା, ୦୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା…

Read More
ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର

ବାଲିଗୁଡା, ତା, ୦୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ):ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ…

Read More
ଶିକ୍ଷୟିତ୍ରୀ ପ୍ରତିଭା ବାରିକ ଙ୍କ ଶୋକ ସମାହାର

ଜୟପାଟଣା :ତା-୦୨/୦୨(ଓମ୍ ପ୍ରକାଶ ବୈଠାରୁ) ଜୟପାଟଣା ବିଇଓ ଅଧୀନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାଇକକେନ୍ଦୁମୁଣ୍ଡିର କର୍ତ୍ତବ୍ୟପରାୟଣା ଶିକ୍ଷୟିତ୍ରୀ ପ୍ରତିଭା ବାରିକଙ୍କ ଗତ ତା ୨୩/୧/୨୦୨୬ ରିଖ…

Read More