ଦିଲ୍ଲୀ ବିସ୍ଫୋରଣ ଆତ୍ମଘାତୀ ନୁହେଁ, ଭୟଭୀତରୁ ବିସ୍ଫୋରଣ ସୂଚନା-ଯେଉଁ IED ବିସ୍ଫୋରଣ ପାଇଁ ରଖାଯାଇଥିଲା, ଭୟଭୀତରୁ ବିସ୍ଫୋରଣ-ଦିଲ୍ଲୀ-NCR ଓ ଫରିଦାବାଦରେ କଡ଼ା ସୁରକ୍ଷା ଯାଞ୍ଚରେ ସନ୍ଦିଗ୍ଧ ଫସିଥିଲା-ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅବିଳମ୍ବେ ଧରାପଡ଼ିବାର ଭୟ ଘାରିଥିଲା-ସନ୍ଦିଗ୍ଧ ଖସିଯିବାକୁ ଅଥବା ବିସ୍ଫୋରକକୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଫୁଟିବା ସନ୍ଦେହ-ପ୍ରାଥମିକ ରିପୋର୍ଟ ଅନୁସାରେ ଆତ୍ମଘାତୀ ନୁହେଁ, ଦୁର୍ଘଟଣାଜନିତ ବିସ୍ଫୋରଣ-ବିସ୍ଫୋରଣ ବେଳେ ଗାଡ଼ିକୁ ଡ୍ରାଇଭ୍‌ କରାଯାଉଥିବା ନେଇ ସୂଚନା-ଦେଶବ୍ୟାପୀ ଖାନ୍‌ତଲାସୀ ଯୋଗୁଁ ବଡ଼ ବିସ୍ଫୋରଣକୁ ରୋକାଯାଇ ପାରିଲା.

Spread the love

Leave a Reply

Your email address will not be published. Required fields are marked *