ଡିସେମ୍ବର ୭ରେ ଆଉଥରେ ASO ପରୀକ୍ଷା-ASO ଲିଖିତ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି-ASO ମେନ୍ ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ-ଆସନ୍ତା ଡିସେମ୍ବର ୭ ତାରିଖରେ ଆଉଥରେ ହେବ ASO ମେନ୍ ପରୀକ୍ଷା-ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ପରେ ପରୀକ୍ଷା ବାତିଲ-ପୂର୍ବରୁ ୧୩ ଜୁଲାଇରେ ହୋଇଥିବା ପରୀକ୍ଷା ସାନି କରାଇବାକୁ ନିର୍ଦ୍ଦେଶ












Leave a Reply