ଦେଶ ବିଦେଶ ଅପରାଧ -ଦିଲ୍ଲୀ ବିସ୍ଫୋରଣ: ଉମର କରିଥିଲା କାର୍ ବିସ୍ଫୋରଣ-ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ admin Nov 13, 2025 0 Spread the love
ଅପରାଧ ଆଞ୍ଚଳିକ ଓଡିଶା ରସିକିଆ ଅଧ୍ୟାପକଙ୍କ ପ୍ରେମାଳାପ ଅଡିଓ ଭାଇରାଲ, ଘଟଣାକୁ ଚପାଇଦେବାକୁ ଉଦ୍ୟମ admin May 6, 2026
ଦେଶ ବିଦେଶ ମନୋରଞ୍ଜନ ବିଦେଶୀ ପ୍ରତିଭାଙ୍କୁ ଆକୃଷ୍ଟ କରୁଛି ଚିନ୍ମୟ ଫାଉଣ୍ଡେସନର ୱାର୍ଲଡ୍ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମ। admin May 3, 2026
ଅପରାଧ ଆଞ୍ଚଳିକ ଓଡିଶା ଯାଜପୁର ଖବର କଷବା ଗ୍ରାମରେ ପାଲା ଓ କୀର୍ତ୍ତନ ଅନୁଷ୍ଠାନକୁ ନେଇ ଗୋଷ୍ଟି ସଂଘର୍ଷଦୁଇ ଗୋଷ୍ଠିର ୧୫ ରୁ ଉର୍ଦ୍ଧ ଗୁରୁତର admin Apr 7, 2026
ଅପରାଧ ଆଞ୍ଚଳିକ ଓଡିଶା ଯାଜପୁର ଖବର ମାକୁ ପୁଅ ବଳାତ୍କାର ଉଦ୍ୟମ କରି ଥାନାରେ ଅଟକ ଦଶରଥପୁର-୫/୪ (ନି:ପ୍ର):ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତସ୍ତ ମଙ୍ଗଳପୁର ଥାନା ଅଧିନ ହିରାପୁର ଗ୍ରାମର ଜୈନିକ ୫୬ ବର୍ଷୀୟ ଜଣେ ମହିଳାଙ୍କୁ ତାଙ୍କ ନିଜ ୨୬ ବର୍ଷୀୟ ପୁଅ ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ନିଜ ଘର ଭିତରେ ଏକ ଘର ଭିତରପଟୁ କବାଟ ବନ୍ଦ କରି ଶାରୀରିକ ନିର୍ଯାତନା (ବଳାକ୍ତାର )କରିଥିବା ନେଇ ମଙ୍ଗଳପୁର ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି | ମହିଳାଙ୍କ ଅଭିଯୋଗ ପାଇବା ପରେ ମଙ୍ଗଳପୁର ପୋଲିସ ମହିଳା ଜଣକୁ ଡାକ୍ତରୀ ମଇନା କରିବା ସହ ଅଭିଯୁକ୍ତ ପୁଅକୁ ପୋଲିସ ଥାନାରେ ଅଟକ ରଖିଛି|ଏଥିସହ ମହିଳାଙ୍କ ଅଭିଯୋଗ ଆଧାରରେ ମଙ୍ଗଳପୁର ପୋଲିସ ପକ୍ଷରୁ କେଶ ନମ୍ବର ୮୭/୨୬ ରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି କେଶର ଆଇଓ ଅନିତା ପ୍ରଧାନ କହିଛନ୍ତି | admin Apr 6, 2026
ଅପରାଧ ଆଞ୍ଚଳିକ ଓଡିଶା ବୁଲା ବିକାଳୀ ବନାମ କୁଖ୍ୟାତ ଡକାୟତ :ଆନ୍ତଃଜିଲ୍ଲା ର ତିନି କୁଖ୍ୟାତ ଡକାୟତ ଗିରଫ : ସୁନା ରୂପା ବାଇକ ଓ ନଗଦ ଟଙ୍କା ଉଦ୍ଧାର admin Apr 5, 2026
ଓଡିଶା ଅପରାଧ ଆଞ୍ଚଳିକ ଶିଶୁ ନିଖୋଜ ଘଟଣାକୁ ୭ମାସ ବିତିଲାପୁଲିସ୍ ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ admin Apr 3, 2026
ଅପରାଧ ଆଞ୍ଚଳିକ ଓଡିଶା ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ : ଆମ୍ବୁଲାନ୍ସ ସହିତ ଗଞ୍ଜେଇ ଜବତ : ୨ ଗିରଫ admin Apr 3, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
Leave a Reply