ନାବାଳିକା ଙ୍କୁ ଅପହରଣ ଏବଂ ଯୈନ ନିର୍ଯ୍ୟାତନା ମାମଲାରେ ଦୋଷୀ କୁ ୩ ବର୍ଷ ଜେଲ୍ କାରାଦଣ୍ଡ ରେ ଡଣ୍ଡିତ ହେଳେ । ଗତ ୨/୪/୨୦୨୩ ତାରିଖ ରେ ପିଡିତା ଙ୍କ ମା ଜୟପାଟଣା ଥାନାରେ ରଞ୍ଜନ ଦଳେଇ(ବାବନ) ନାମରେ ଲିଖିତ ଅଭିଯୋଗ କରିଥିଲେ ସେଇ ମାମଲାକୁ ତଦନ୍ତ କାରି ଅଫିସର ତଦନ୍ତ କରି C.T 33/2023 ମାମଲାରେ ରୁଜୁ କରି
ରଞ୍ଜନ ଦଳେଇ (ବାବନ)କୁ କୋର୍ଟ ଚାଲାଣ ପରେ ଭବାନୀପାଟଣା ମୁଖ୍ୟ କାରାଗାର କୁ ପଠେଇ ଦେଇଥିଲେ। ସେହି ଘଟଣା କୁ ଗତ ତା ୧୯/୧୧/୨୦୨୫ ମାନ୍ୟବର ଭବାନୀପାଟଣା ପୋସ୍କୋ ବିଶେଷ ବିଚାର ପତି ଶ୍ରୀ ରାଜିବ ଲୋଚନ ସାହୁ ଏହି ମାମଲା କୁ ବିଚାର କରି ଅଭିଯୁକ୍ତ ରଞ୍ଜନ ଦଳେଇ (ବାବନ) ବୟସ ୨୭ ପିତା କାମ୍ପୋ ଦଲୋଇ ମୁଖିଗୁଡା ସେକ୍ଟର -୩ କୁ CONVIT CT ୩୬୩/୩୪୨/୩୨୩/୩୫୪ R/W SEC 12 POCSO ART 2012 ରେ ନାବାଳିକା ଅପହରଣ ଏବଂ ଯୈନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଦଣ୍ଡ ଦଣ୍ଡିତ କରିଛନ୍ତି ଏବଂ ୫୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଏବଂ ଜରିମାନ ଅନାଦେୟ ହେଲେ ଆହୁରି ୬ ମାସ ଜେଲ୍ ଦଣ୍ଡ ପାଇଁ ଆଦେଶ ଦେଇଛନ୍ତି। ଏହି ମାମଲା କୁ ସରକାର ପସ୍କୋ ଓକିଲ ଶ୍ରୀ ରୋହିତ କୁମାର ମିଶ୍ର ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ଙ୍କ ତରଫ ରୁ ଶ୍ରୀ ଜୟଦେବ ସୁନାନୀ ମାମଲା କୁ ପରିଚାଳନା କରୁଥିଲେ।।
ନାବାଳିକା ଙ୍କୁ ଅପହରଣ ଏବଂ ଯୈନ ନିର୍ଯ୍ୟାତନା ମାମଲାରେ ଦୋଷୀ କୁ ୩ ବର୍ଷ କାରାଦଣ୍ଡ












Leave a Reply