ପୂଜା ଓରଫ୍‌ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ୱିଷ୍ଟ-ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଲେ-‘ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି’-ଭୁବନେଶ୍ଵର ବିମାନବନ୍ଦରରେ ଖୋଲିଲେ ଫେରିବାର ପ୍ରକୃତ ରହସ୍ୟ-‘ନିର୍ଯାତନାର କାହାଣୀ ମିଛ; ମୋ ପାଳିତ ମା’ ବହୁତ ଭଲ’-ପ୍ରେମ ପାଇଁ ଓଡ଼ିଶା ଆସିବାକୁ ଚାହୁଁ ଥିଲି- ପୂଜା-‘ଅମରଙ୍କ ସହାୟତାରେ ନିଜ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲି’-‘ଅମର ବାଲେଶ୍ବର ଅଞ୍ଚଳର, ବାହା ହେବାକୁ ଏଭଳି କରିଛି’-ମୁଁ ଅମରକୁ ବାହା ହୋଇ ଓଡ଼ିଶାରେ ରହିବି- ପୂଜା

Spread the love

Leave a Reply

Your email address will not be published. Required fields are marked *