କଟକ: ମଣି ସାହୁ ଛକରେ କୋଠା ବାଲକୋନି ଭୁଶୁଡ଼ିବା ଘଟଣା-ବିଲ୍ଡିଂର ପରିଚାଳକ ମଇଉଦ୍ଦିନ ଖାନ୍କୁ ଗିରଫ କଲା କ୍ୟାଣ୍ଟନମେଣ୍ଟ ପୋଲିସ-ଗତ ୮ ତାରିଖରେ ବାଲକୋନି ଭୁଶୁଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା-ବେଆଇନ ନିର୍ମାଣ କରିଥିବା ଅଭିଯୋଗରେ ଗିରଫ ସୂଚନା


Website: http://trailokyamohinikhabar.in
Leave a Reply