ହିଙ୍ଗୁଳା ଯାତ୍ରାରେ ଅଘଟଣ ।

Spread the love

ଅନୁଗୋଳ: ତାଳଚେର ର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ୯ ଦିନ ଧରି ଚାଲିଥିବା ବେଳେ ଷଷ୍ଠ ସନ୍ଧ୍ୟାରେ ମା ହିଙ୍ଗୁଳା ଯାତ୍ରାରେ ହଜାର ହାଜର ଭକ୍ତଙ୍କ ଭିଡ଼ ଜମିଥିଲା । ଯାତ୍ରାରେ ପଡ଼ିଥିବା ବିଭିନ୍ନ ଦୋଳି, ଦୋକାନ, ବଜାର ବୁଲି ଲୋକମାନେ ଆନନ୍ଦ ନେଉଥିଲେ । ଏହି ସମୟରେ ଡ୍ରlଗନ ଦୋଳି ଖେଳୁଥିବା ବେଳେ ହଠାତ୍ ଦୋଳିଟି ଅଧାରୁ ଛିଡି ପଡିଥିଲା । ଫଳରେ ଦୋଳିରେ ବସିଥିବା ଚାରି ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ମାନଙ୍କୁ ସ୍ଥାନୀୟ ପବିତ୍ର ମୋହନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥରେ ସମସ୍ତେ ମହିଳା ଥିବା ସୂଚନା ।

Leave a Reply

Your email address will not be published. Required fields are marked *