ଶିକ୍ଷକନେତା ସ୍ବର୍ଗତ ଦୟାନିଧି ମଲ୍ଲିକଙ୍କୁ ସିପିଆଇ ତରଫରୁ ଦଳୀୟ ପତାକା ପ୍ରଦାନ କରି ଜଣାଇଲେ ଶେଷ ସଂମ୍ମାନ

Spread the love

ଦଶରଥପୁର-(ନି:ପ୍ର)-ବରିଷ୍ଠ ଶିକ୍ଷକ,ଶିକ୍ଷକ ନେତା,ବାମପନ୍ଥୀ ଚିନ୍ତାଧାରାର ବଳିଷ୍ଠ ବ୍ୟକ୍ତିତ୍ୱ ସମାଜସେବୀ ଅନୁଷ୍ଠାନ ପ୍ରେମୀ ଶ୍ରୀଯୁକ୍ତ ଦୟାନିଧି ମଲ୍ଲିକଙ୍କ ମେ ପହିଲା ଦିନ ଭୁବନେଶ୍ୱରସ୍ତ କିମ୍ସ ମେଡିକାଲରେ ଦେହାନ୍ତ ହୋଇଯାଇଛି।ଭୁବନେଶ୍ୱରରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଙ୍ଗଳପୁର ଶାଖା କାର୍ଯ୍ୟାଳୟକୁ ମରଶରୀର ଅଣାଯାଇଥିଲା।ସେଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର,ବରିଷ୍ଠ କମ୍ୟୁନିଷ୍ଟ ନେତା ପ୍ରଫେସର ମାନସ ବେହେରା,ଶିକ୍ଷକ ନେତା ବଂଶୀଧର ଦାସ,ନିରଞ୍ଜନ ବିଶ୍ୱାଳ,କୃଷକ ନେତା ନବ କିଶୋର ବେହେରା,ଜିଲ୍ଲା ସମ୍ପାଦକ ଈଶ୍ୱର ପରିଡା,ରାଜ୍ୟ ନେତୃତ୍ୱ ମଳୟ କୁମାର ପଣ୍ଡା,କନିକାପଡା ସମିତି ସଭ୍ୟା ସୁନିତା ଦାସ,ଜିଲ୍ଲା ସହ ସମ୍ପାଦକ ଅଭୟ ପଣ୍ଡା,ଦୁଦୁରାଅଣ୍ଟା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ,ରବି ଶତପଥୀ ପ୍ରମୁଖ ୫୦୦ରୁ ଉର୍ଦ୍ଧ ସିପିଆଇ କର୍ମୀ ଉପସ୍ଥିତ ରହି ୨ମିନିଣ୍ଟ ନିରବ ପ୍ରାର୍ଥନା କରିବା ସହିତ ଶ୍ରୀଯୁ

Leave a Reply

Your email address will not be published. Required fields are marked *