ରାଜନୀତି ଦେଶ ବିଦେଶ ଭୂଟାନରୁ ଫେରିଲେ ମୋଦି-ଭୂଟାନରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିବେ ମୋଦି-ଦିଲ୍ଲୀ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କୁ ଭେଟିବେ admin Nov 12, 2025 0 Spread the love
ଦେଶ ବିଦେଶ ମନୋରଞ୍ଜନ ବିଦେଶୀ ପ୍ରତିଭାଙ୍କୁ ଆକୃଷ୍ଟ କରୁଛି ଚିନ୍ମୟ ଫାଉଣ୍ଡେସନର ୱାର୍ଲଡ୍ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମ। admin May 3, 2026
ଦେଶ ବିଦେଶ ଏଣିକି ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ସବୁଦିନିଆ ଚାଲିବ-ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ସପ୍ତାହକୁ ୩ ଦିନ ବଦଳରେ ସବୁଦିନ ଚାଲିବ-ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରାଯାଇଥିବାରୁ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା-ଏକ୍ସ ଯୋଗେ ଧନ୍ୟବାଦ ଜଣାଇଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା admin Nov 25, 2025
ଖେଳ ଦେଶ ବିଦେଶ ଆସନ୍ତାବର୍ଷ ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ଟି ଟ୍ବେଣ୍ଟି ମୁକାବିଲା-୨୦୨୬ ଟି ଟ୍ବେଣ୍ଟି ବିଶ୍ବକପରେ ସାମ୍ନାସାମ୍ନି ହେବେ ଦୁଇ ଦଳ-ଏସିଆ କପ୍ରେ ଭାରତର କ୍ଲିନ୍ ସୁଇପ୍ ବିଜୟ ପରେ ମୁହାଁମୁହିଁ ହେବେ-କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ-ଫେବ୍ରୁଆରୀ ୭ରେ ମୁମ୍ବାଇରେ ଆମେରିକା ସହ ଭାରତର ପ୍ରଥମ ମ୍ୟାଚ୍-ଫେବ୍ରୁଆରୀ ୧୨ରେ ନାମିବିୟା, ୧୮ରେ ନେଦରଲାଣ୍ଡ୍ସ ସହ ଗ୍ରୁପ୍ ମ୍ୟାଚ୍-ପାକିସ୍ତାନ ଫାଇନାଲକୁ ନ ଗଲେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍-ପାକିସ୍ତାନ ଫାଇନାଲକୁ ଗଲେ କଲମ୍ବୋରେ ଫାଇନାଲ୍ ମ୍ୟାଚ୍ admin Nov 25, 2025
ଦେଶ ବିଦେଶ ଇଡି ରିମାଣ୍ଡରେ ଅଲ୍ ଫଲାହ ପ୍ରତିଷ୍ଠାତା-୧୩ ଦିନିଆ ଇଡି ରିମାଣ୍ଡରେ ଗଲେ ଅଲ୍ ଫଲାହ ପ୍ରତିଷ୍ଠାତା-ଅଲ୍ ଫଲାହ ୟୁନିଭର୍ସିଟି ପ୍ରତିଷ୍ଠାତା ଜାଭେଦ୍ ଅହମ୍ମଦ ସିଦ୍ଦିକି ଇଡି ରିମାଣ୍ଡରେ-ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି-ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକିଙ୍କୁ କାଲି ଗିରଫ କରିଥିଲା ଇଡି-ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ଅଛି ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି admin Nov 19, 2025
ରାଜନୀତି ଦେଶ ବିଦେଶ ବିଜେପିର ରାଜ୍ୟସଭା ମିଶନ୍-ନୂଆପଡ଼ା ପରେ ବିଜେପିର ରାଜ୍ୟସଭା ମିଶନ ନେଇ ବଡ଼ ବୟାନ-ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ସୁଜିତ କୁମାରଙ୍କ ବୟାନ-ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ ବିଜେପି ୨, ବିଜେଡିକୁ ଗୋଟିଏ-ଆଉ ଗୋଟିଏ ସିଟ୍କୁ ନେଇ ସଂଖ୍ୟା ଦ୍ବନ୍ଦ୍ବ, ବିଜେପିକୁ ଯିବା ଦରକାର-ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନା ଖାନ୍ଙ୍କ କାର୍ଯ୍ୟକାଳ ସରିବ admin Nov 18, 2025
ଦେଶ ବିଦେଶ ରାଜନୀତି ଗୁରୁବାର ଶପଥ ନେବେ ନୀତୀଶ !-ଆସନ୍ତା ୨୦ ତାରିଖ ଗୁରୁବାର ବିହାରରେ ନୂଆ ସରକାର-ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ-ନୀତୀଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ-ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଉତ୍ସବରେ ଭାଗ ନେବେ admin Nov 18, 2025
ଅପରାଧ ଦେଶ ବିଦେଶ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ-ଝାଡ଼ଖଣ୍ଡ: JJMP ସଂଗଠନର୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ-ଲାତେହାର ପୋଲିସ ନିକଟରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ-ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର-ଅବଧେଶ ଲୋହାର ଓ ବ୍ରଜେଶ ଯାଦବର ଆତ୍ମସମର୍ପଣ-ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଥିଲା ୧୦ରୁ ଅଧିକ ମାମଲା admin Nov 13, 2025
ଦେଶ ବିଦେଶ ଅପରାଧ -ଦିଲ୍ଲୀ ବିସ୍ଫୋରଣ: ଉମର କରିଥିଲା କାର୍ ବିସ୍ଫୋରଣ-ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ admin Nov 13, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
Leave a Reply