ଏଣିକି ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ ସବୁଦିନିଆ ଚାଲିବ-ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ସପ୍ତାହକୁ ୩ ଦିନ ବଦଳରେ ସବୁଦିନ ଚାଲିବ-ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରାଯାଇଥିବାରୁ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା-ଏକ୍ସ ଯୋଗେ ଧନ୍ୟବାଦ ଜଣାଇଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

Spread the love

Leave a Reply

Your email address will not be published. Required fields are marked *