ଇଡି ରିମାଣ୍ଡରେ ଅଲ୍‌ ଫଲାହ ପ୍ରତିଷ୍ଠାତା-୧୩ ଦିନିଆ ଇଡି ରିମାଣ୍ଡରେ ଗଲେ ଅଲ୍‌ ଫଲାହ ପ୍ରତିଷ୍ଠାତା-ଅଲ୍‌ ଫଲାହ ୟୁନିଭର୍ସିଟି ପ୍ରତିଷ୍ଠାତା ଜାଭେଦ୍ ଅହମ୍ମଦ ସିଦ୍ଦିକି ଇଡି ରିମାଣ୍ଡରେ-ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି-ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକିଙ୍କୁ କାଲି ଗିରଫ କରିଥିଲା ଇଡି-ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ଅଛି ଫରିଦାବାଦର ଅଲ୍‌ ଫଲାହ ୟୁନିଭର୍ସିଟି

Spread the love

Leave a Reply

Your email address will not be published. Required fields are marked *