ଆସନ୍ତାବର୍ଷ ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ଟି ଟ୍ବେଣ୍ଟି ମୁକାବିଲା-୨୦୨୬ ଟି ଟ୍ବେଣ୍ଟି ବିଶ୍ବକପରେ ସାମ୍ନାସାମ୍ନି ହେବେ ଦୁଇ ଦଳ-ଏସିଆ କପ୍‌ରେ ଭାରତର କ୍ଲିନ୍ ସୁଇପ୍ ବିଜୟ ପରେ ମୁହାଁମୁହିଁ ହେବେ-କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ-ଫେବ୍ରୁଆରୀ ୭ରେ ମୁମ୍ବାଇରେ ଆମେରିକା ସହ ଭାରତର ପ୍ରଥମ ମ୍ୟାଚ୍-ଫେବ୍ରୁଆରୀ ୧୨ରେ ନାମିବିୟା, ୧୮ରେ ନେଦରଲାଣ୍ଡ୍‌ସ ସହ ଗ୍ରୁପ୍ ମ୍ୟାଚ୍-ପାକିସ୍ତାନ ଫାଇନାଲକୁ ନ ଗଲେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍-ପାକିସ୍ତାନ ଫାଇନାଲକୁ ଗଲେ କଲମ୍ବୋରେ ଫାଇନାଲ୍ ମ୍ୟାଚ୍

Spread the love

Leave a Reply

Your email address will not be published. Required fields are marked *